50 Questions
Odisha Quiz
Quiz 1
Question No.1
Who among the following is the first odia Governor?
ପ୍ରଥମ ଓଡ଼ିଆ ରାଜ୍ୟପାଳ କିଏ ?
ପ୍ରଥମ ଓଡ଼ିଆ ରାଜ୍ୟପାଳ କିଏ ?
Correct Answer: B Harekrushna Mahatab /ହରେକୃଷ୍ଣ ମହତାବ
Question No.2
Who among the following is the first female chief minister of Odisha?
ଓଡ଼ିଶାର ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ କିଏ?
ଓଡ଼ିଶାର ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ କିଏ?
Correct Answer : B Nandini Satpathy /ନନ୍ଦିନୀ ଶତପଥୀ
Question No.3
Which of the following is located on the east of Odisha?
ଓଡ଼ିଶାର ପୁର୍ବରେ କେଉଁ ସାଗର ଅବସ୍ଥିତ?
ଓଡ଼ିଶାର ପୁର୍ବରେ କେଉଁ ସାଗର ଅବସ୍ଥିତ?
Correct Answer: A Bay of Bengal /ବଙ୍ଗୋପସାଗର
Question No.4
What is the total number of Blocks in Odisha?
ଓଡ଼ିଶାର ସମୁଦାୟ ବ୍ଳକ ସଂଖ୍ୟା କେତେ?
ଓଡ଼ିଶାର ସମୁଦାୟ ବ୍ଳକ ସଂଖ୍ୟା କେତେ?
Correct Answer : C 314
Question No.5
What is the total number of Districts in Odisha?
ଓଡ଼ିଶାର ସମୁଦାୟ ଜିଲ୍ଲା ସଂଖ୍ୟା କେତେ?
ଓଡ଼ିଶାର ସମୁଦାୟ ଜିଲ୍ଲା ସଂଖ୍ୟା କେତେ?
Correct Answer : C 30
Question No.6
Who among the following is the first speaker of Odisha Legislative Assembly?
ଓଡ଼ିଶା ବିଧାନସଭାର ପ୍ରଥମ ବାଚସ୍ପତି କିଏ?
ଓଡ଼ିଶା ବିଧାନସଭାର ପ୍ରଥମ ବାଚସ୍ପତି କିଏ?
Correct Answer : A Mukunda Prasad Das /ମୁକୁନ୍ଦ ପ୍ରସାଦ ଦାସ
Question No.7
Who among the following is the first Chief Justice of Odisha High Court?
ଓଡ଼ିଶା ହାଇକୋର୍ଟର ପ୍ରଥମ ବିଚାରପତି କିଏ?
ଓଡ଼ିଶା ହାଇକୋର୍ଟର ପ୍ରଥମ ବିଚାରପତି କିଏ?
Correct Answer : B Hon'ble Mr. Bira Kishore Ray / ମାନନୀୟ ଶ୍ରୀଯୁକ୍ତ ବୀରକିଶୋର ରାୟ
Question No.8
Which of the following is the first University of Odisha?
ଓଡ଼ିଶାର ପ୍ରଥମ ବିଶ୍ଵବିଦ୍ୟାଳୟର ନାମ କଣ?
ଓଡ଼ିଶାର ପ୍ରଥମ ବିଶ୍ଵବିଦ୍ୟାଳୟର ନାମ କଣ?
Correct Answer : A Utkal University /ଉତ୍କଳ ବିଶ୍ଵବିଦ୍ୟାଳୟ
Question No.9
In which year Odisha was formed as a separate state?
ଓଡ଼ିଶା କେବେ ସ୍ଵତନ୍ତ୍ର ରାଜ୍ୟ ଭାବେ ଗଠିତ ହୋଇଥିଲା?
ଓଡ଼ିଶା କେବେ ସ୍ଵତନ୍ତ୍ର ରାଜ୍ୟ ଭାବେ ଗଠିତ ହୋଇଥିଲା?
Correct Answer : C 1936 April 1
Question No.10
Who is the first Governor of Odisha?
ଓଡ଼ିଶାର ପ୍ରଥମ ରାଜ୍ୟପାଳ କିଏ?
ଓଡ଼ିଶାର ପ୍ରଥମ ରାଜ୍ୟପାଳ କିଏ?
Correct Answer : B John Austin Hubback /ଜନ ଅଷ୍ଟିନ ହବାକ
Question No.11
Which of the following is the first Odia novel?
ପ୍ରଥମ ଓଡ଼ିଆ ଉପନ୍ୟାସର ନାମ କଣ?
ପ୍ରଥମ ଓଡ଼ିଆ ଉପନ୍ୟାସର ନାମ କଣ?
Correct Answer : D Padmamali /ପଦ୍ମମାଳୀ
Question No.12
Who among the following is the first odia graduate?
ଓଡ଼ିଶାର ପ୍ରଥମ ବି.ଏ. ପାସ କିଏ କରିଥିଲେ?
ଓଡ଼ିଶାର ପ୍ରଥମ ବି.ଏ. ପାସ କିଏ କରିଥିଲେ?
Correct Answer : A Madhusudan Das /ମଧୁସୂଦନ ଦାସ
Question No.13
Who among the following is the first barrister of Odisha?
ଓଡ଼ିଶାର ପ୍ରଥମ ବାରିଷ୍ଟର କିଏ?
ଓଡ଼ିଶାର ପ୍ରଥମ ବାରିଷ୍ଟର କିଏ?
Correct Answer : C Biswanath Mishra /ବିଶ୍ଵନାଥ ମିଶ୍ର
Question No.14
Which of the following is the first odia movie?
ପ୍ରଥମ ଓଡ଼ିଆ ଚଳଚିତ୍ରର ନାମ କଣ?
ପ୍ରଥମ ଓଡ଼ିଆ ଚଳଚିତ୍ରର ନାମ କଣ?
Correct Answer : A Sita Bibaha /ସୀତା ବିବାହ
Question No.15
On which day Veer Surendra Sai jayanti is celebrated?
ବୀର ସୁରେନ୍ଦ୍ର ସାଏଙ୍କ ଜୟନ୍ତୀ କେବେ ପାଳନ କରାଯାଏ?
ବୀର ସୁରେନ୍ଦ୍ର ସାଏଙ୍କ ଜୟନ୍ତୀ କେବେ ପାଳନ କରାଯାଏ?
Correct Answer : B January 23 /ଜାନୁଆରୀ ୨୩
Question No.16
Which of the following date is observed as Human right day?
ମାନବାଧିକାର ଦିବସ କେବେ ପାଳନ ହୁଏ?
ମାନବାଧିକାର ଦିବସ କେବେ ପାଳନ ହୁଏ?
Correct Answer : C December 10 /ଡିସେମ୍ବର ୧୦
Question No.17
What is the total number of Rajyasabha seat in Odisha?
ଓଡ଼ିଶାର ରାଜ୍ୟସଭାର ଆସନ ସଂଖ୍ୟା କେତେ?
ଓଡ଼ିଶାର ରାଜ୍ୟସଭାର ଆସନ ସଂଖ୍ୟା କେତେ?
Correct Answer : A 10 /୧୦
Question No.18
What is the total number of Loksabha seat in Odisha?
ଓଡ଼ିଶାର ଲୋକସଭାର ଆସନ ସଂଖ୍ୟା କେତେ?
ଓଡ଼ିଶାର ଲୋକସଭାର ଆସନ ସଂଖ୍ୟା କେତେ?
Correct Answer : B 21 /୨୧
Question No.19
What is the total number of tahasil in Odisha ?
ଓଡ଼ିଶାର ସମୁଦାୟ ତହସିଲ ସଂଖ୍ୟା କେତେ?
ଓଡ଼ିଶାର ସମୁଦାୟ ତହସିଲ ସଂଖ୍ୟା କେତେ?
Correct Answer : C 317 /୩୧୭
Question No.20
Which of the following is the largest district of Odisha?
ଆୟତନ ଅନୁଯାୟୀ ଓଡ଼ିଶାର ସବୁଠାରୁ ବଡ଼ ଜିଲ୍ଲା କେଉଁଟି?
ଆୟତନ ଅନୁଯାୟୀ ଓଡ଼ିଶାର ସବୁଠାରୁ ବଡ଼ ଜିଲ୍ଲା କେଉଁଟି?
Correct Answer : D Mayurbhanj /ମୟୁରଭଞ୍ଜ
Question No.21
Which of the following is the smallest district of Odisha?
ଆୟତନ ଅନୁଯାୟୀ ଓଡ଼ିଶାର ସବୁଠାରୁ ଛୋଟ ଜିଲ୍ଲା କେଉଁଟି?
ଆୟତନ ଅନୁଯାୟୀ ଓଡ଼ିଶାର ସବୁଠାରୁ ଛୋଟ ଜିଲ୍ଲା କେଉଁଟି?
Correct Answer : C Jagatsinghpur /ଜଗତସିଂପୁର
Question No.22
Which of the following place is regarded as Tulasi Khetra in odisha?
ଓଡ଼ିଶାର କେଉଁ ସ୍ଥାନକୁ ତୁଳସୀ କ୍ଷେତ୍ରର ମାନ୍ୟତା ଦିଆ ଯାଇଛି?
ଓଡ଼ିଶାର କେଉଁ ସ୍ଥାନକୁ ତୁଳସୀ କ୍ଷେତ୍ରର ମାନ୍ୟତା ଦିଆ ଯାଇଛି?
Correct Answer : D Kendrapara /କେନ୍ଦ୍ରାପଡା
Question No.23
Which of the following place is known as Sankha Khetra of Odisha?
ନିମ୍ନକ୍ତ କେଉଁ ସ୍ଥାନକୁ ଓଡ଼ିଶାର ଶଙ୍ଖ କ୍ଷେତ୍ର କୁହାଯାଏ?
ନିମ୍ନକ୍ତ କେଉଁ ସ୍ଥାନକୁ ଓଡ଼ିଶାର ଶଙ୍ଖ କ୍ଷେତ୍ର କୁହାଯାଏ?
Correct Answer : A Puri /ପୁରୀ
Question No.24
Which of the following place is known as Kashmir of Odisha?
ଓଡ଼ିଶାର କାଶ୍ମୀର କାହାକୁ କୁହାଯାଏ?
ଓଡ଼ିଶାର କାଶ୍ମୀର କାହାକୁ କୁହାଯାଏ?
Correct Answer : D Daringibadi /ଦାରିଙ୍ଗବାଡ଼ି
Question No.25
Which of the following river does not flow in Odisha?
କେଉଁ ନଦୀ ଓଡ଼ିଶାରେ ପ୍ରବାହିତ ହୁଏ ନାହିଁ?
କେଉଁ ନଦୀ ଓଡ଼ିଶାରେ ପ୍ରବାହିତ ହୁଏ ନାହିଁ?
Correct Answer : C Kaveri /କାବେରୀ
Question No.26
Tikarpada Wildlife Sanctuary is located in which district?
ଟିକରପଡ଼ା ବନ୍ୟଜନ୍ତୁ ଅଭୟାରଣ୍ୟ କେଉଁ ଜିଲ୍ଲାରେ ଅଛି?
ଟିକରପଡ଼ା ବନ୍ୟଜନ୍ତୁ ଅଭୟାରଣ୍ୟ କେଉଁ ଜିଲ୍ଲାରେ ଅଛି?
Correct Answer : A Anugul /ଅନୁଗୁଳ
Question No.27
India is ______ largest country in world as per area?
ଭାରତ ବିଶ୍ଵର _________ ବୃହତ୍ତମ ଦେଶ?
ଭାରତ ବିଶ୍ଵର _________ ବୃହତ୍ତମ ଦେଶ?
Correct Answer : C 7th /୭ମ
Question No.28
Area wise Odisha is _______ largest state in India?
ଆୟତନ ଅନୁଯାୟୀ ଓଡ଼ିଶା ଭାରତର _________ ବୃହତ୍ତମ ରାଜ୍ୟ?
ଆୟତନ ଅନୁଯାୟୀ ଓଡ଼ିଶା ଭାରତର _________ ବୃହତ୍ତମ ରାଜ୍ୟ?
Correct Answer : D 8th /୮ମ
Question No.29
Deulajhari hot-spring is found in which of the following district?
ଦେଉଳଝରି ଉଷ୍ଣପ୍ରସ୍ରବଣ କେଉଁ ଜିଲ୍ଲା ରେ ଅବସ୍ଥିତ?
ଦେଉଳଝରି ଉଷ୍ଣପ୍ରସ୍ରବଣ କେଉଁ ଜିଲ୍ଲା ରେ ଅବସ୍ଥିତ?
Correct Answer : A Anugul /ଅନୁଗୁଳ
Question No.30
Who among the following composed Dandi Ramayan?
ଦାଣ୍ଡି ରାମାୟଣ କିଏ ରଚନା କରିଥିଲେ?
ଦାଣ୍ଡି ରାମାୟଣ କିଏ ରଚନା କରିଥିଲେ?
Correct Answer : A Balaram Das /ବଳରାମ ଦାସ
Question No.31
In which district of Odisha the bonda tribes are seen?
ଓଡ଼ିଶାର କେଉଁ ଜିଲ୍ଲା ରେ ବଣ୍ଡା ଜନଜାତି ଦେଖିବାକୁ ମିଳନ୍ତି ?
ଓଡ଼ିଶାର କେଉଁ ଜିଲ୍ଲା ରେ ବଣ୍ଡା ଜନଜାତି ଦେଖିବାକୁ ମିଳନ୍ତି ?
Correct Answer : D Malkangiri /ମାଲକାନଗିରି
Question No.32
In which year Odia got recognition as a classical language?
ଓଡ଼ିଆ ଭାଷାକୁ କେବେ "ଶାସ୍ତ୍ରୀୟ ଭାଷା"ର ମାନ୍ୟତା ଦିଆଯାଇଥିଲା?
ଓଡ଼ିଆ ଭାଷାକୁ କେବେ "ଶାସ୍ତ୍ରୀୟ ଭାଷା"ର ମାନ୍ୟତା ଦିଆଯାଇଥିଲା?
Correct Answer : D 2014 /୨୦୧୪
Question No.33
How many languages in India were declared as classical language till 2020?
୨୦୨୦ ସୁଦ୍ଧା ଭାରତରେ କେତେଟି ଭାଷାକୁ ଶାସ୍ତ୍ରୀୟ ଭାଷାର ମାନ୍ୟତା ଦିଆଯାଇଛି?
୨୦୨୦ ସୁଦ୍ଧା ଭାରତରେ କେତେଟି ଭାଷାକୁ ଶାସ୍ତ୍ରୀୟ ଭାଷାର ମାନ୍ୟତା ଦିଆଯାଇଛି?
Correct Answer : B 6 /୬
Question No.34
On which day world cancer day is observed every year?
ବିଶ୍ୱ କର୍କଟ ଦିବସ କେବେ ପାଳନ କରାଯାଏ?
ବିଶ୍ୱ କର୍କଟ ଦିବସ କେବେ ପାଳନ କରାଯାଏ?
Correct Answer : C February 04 /ଫେବ୍ରୁଆରୀ ୦୪
Question No.35
Who is the author of Labanyabati?
ଲାବଣ୍ୟବତୀର ରଚୟିତା କିଏ?
ଲାବଣ୍ୟବତୀର ରଚୟିତା କିଏ?
Correct Answer : C Upendra Bhanja /ଉପେନ୍ଦ୍ର ଭଞ୍ଜ
Question No.36
In which of the following districts graphite mines are found?
ଓଡ଼ିଶାର କେଉଁ ଜିଲ୍ଲାରେ ଗ୍ରାଫାଇଟ ଖଣି ଦେଖିବାକୁ ମିଳେ?
ଓଡ଼ିଶାର କେଉଁ ଜିଲ୍ଲାରେ ଗ୍ରାଫାଇଟ ଖଣି ଦେଖିବାକୁ ମିଳେ?
Correct Answer : B Kandhamal /କନ୍ଧମାଳ
Question No.37
Which of the following place in Odisha is a salt producer?
ଓଡ଼ିଶାର କେଉଁଠି ଲୁଣ ଉତ୍ପାଦନ ହୁଏ?
ଓଡ଼ିଶାର କେଉଁଠି ଲୁଣ ଉତ୍ପାଦନ ହୁଏ?
Correct Answer : D Astaranga /ଅସ୍ତରଙ୍ଗ
Question No.38
Where is Khirachora Gopinatha Temple located?
କ୍ଷୀରଚୋରା ଗୋପୀନାଥ ମନ୍ଦିର କେଉଁଠି ଅବସ୍ଥିତ?
କ୍ଷୀରଚୋରା ଗୋପୀନାଥ ମନ୍ଦିର କେଉଁଠି ଅବସ୍ଥିତ?
Correct Answer : A Baleswar /ବାଲେଶ୍ଵର
Question No.39
In which district Budha Budhiani Dam is located?
ବୁଢ଼ାବୁଢ଼ିଆଣୀ ନଦୀବନ୍ଧ କେଉଁ ଜିଲ୍ଲାରେ ଅବସ୍ଥିତ?
ବୁଢ଼ାବୁଢ଼ିଆଣୀ ନଦୀବନ୍ଧ କେଉଁ ଜିଲ୍ଲାରେ ଅବସ୍ଥିତ?
Correct Answer : C Nayagarh /ନୟାଗଡ଼
Question No.40
Where is Bhimkund dam located?
ଭୀମକୁଣ୍ଡ ନଦୀବନ୍ଧ କେଉଁ ଜିଲ୍ଲାରେ ଅବସ୍ଥିତ?
ଭୀମକୁଣ୍ଡ ନଦୀବନ୍ଧ କେଉଁ ଜିଲ୍ଲାରେ ଅବସ୍ଥିତ?
Correct Answer : B Kendujhar /କେନ୍ଦୁଝର
Question No.41
In which district Duduma waterfall is located?
ଡୁଡୁମା ଜଳପ୍ରପାତ କେଉଁ ଜିଲ୍ଲାରେ ଅବସ୍ଥିତ?
ଡୁଡୁମା ଜଳପ୍ରପାତ କେଉଁ ଜିଲ୍ଲାରେ ଅବସ୍ଥିତ?
Correct Answer : D Koraput /କୋରାପୁଟ
Question No.42
In Odisha, where is aircraft manufacturing industry located?
ଓଡ଼ିଶାର କେଉଁଠି ବିମାନ ତିଆରି କାରଖାନା ଅଛି?
ଓଡ଼ିଶାର କେଉଁଠି ବିମାନ ତିଆରି କାରଖାନା ଅଛି?
Correct Answer : B Sunabeda /ସୁନାବେଡ଼ା
Question No.43
Who is the author of 'Kara Kabita'?
"କାରା କବିତା" କିଏ ରଚନା କରିଥିଲେ?
"କାରା କବିତା" କିଏ ରଚନା କରିଥିଲେ?
Correct Answer : B Gopabandhu Das/ ଗୋପବନ୍ଧୁ ଦାସ
Question No.44
Who among the following is regarded as 'Palli Kabi' (Poet of Rural Life) of Odisha?
ଓଡ଼ିଶାର "ପଲ୍ଲୀ କବି" କାହାକୁ କୁହାଯାଏ?
ଓଡ଼ିଶାର "ପଲ୍ଲୀ କବି" କାହାକୁ କୁହାଯାଏ?
Correct Answer : A Nanda Kishore Bal /ନନ୍ଦକିଶୋର ବଳ
Question No.45
Who among the following is 'Bidagdha Kabi' of Odisha?
ଓଡ଼ିଶାର "ବିଦଗ୍ଧ କବି" କାହାକୁ କୁହାଯାଏ?
ଓଡ଼ିଶାର "ବିଦଗ୍ଧ କବି" କାହାକୁ କୁହାଯାଏ?
Correct Answer : D Abhimanyu Samantasinhara /ଅଭିମନ୍ୟୁ ସାମନ୍ତସିଂହାର
Question No.46
Through which of the following state the tropic of cancer does not pass?
କର୍କଟ କ୍ରାନ୍ତି ଭାରତର କେଉଁ ରାଜ୍ୟ ଦେଇ ଅତିକ୍ରମ କରେନାହିଁ?
କର୍କଟ କ୍ରାନ୍ତି ଭାରତର କେଉଁ ରାଜ୍ୟ ଦେଇ ଅତିକ୍ରମ କରେନାହିଁ?
Correct Answer : B Odisha /ଓଡ଼ିଶା
Question No.47
In which year the Midday Meal Scheme was launched in India?
ଭାରତରେ ମାଧ୍ୟାହ୍ନ ଭୋଜନ ଯୋଜନା କେବେ ଆରମ୍ଭ ହୋଇଥିଲା ?
ଭାରତରେ ମାଧ୍ୟାହ୍ନ ଭୋଜନ ଯୋଜନା କେବେ ଆରମ୍ଭ ହୋଇଥିଲା ?
Correct Answer : B 1995 /୧୯୯୫
Question No.48
World Blood Donor Day is observed on which day?
ବିଶ୍ଵ ରକ୍ତ ଦାତା ଦିବସ କେଉଁ ଦିନ ପାଳନ କରାଯାଏ ?
ବିଶ୍ଵ ରକ୍ତ ଦାତା ଦିବସ କେଉଁ ଦିନ ପାଳନ କରାଯାଏ ?
Correct Answer : D June 14 /ଜୁନ ୧୪
Question No.49
In which year Bhubaneswar became the capital of Odisha?
ଭୁବନେଶ୍ୱର କେବେ ଓଡ଼ିଶାର ରାଜଧାନୀରେ ପରିଣତ ହୋଇଥିଲା ?
ଭୁବନେଶ୍ୱର କେବେ ଓଡ଼ିଶାର ରାଜଧାନୀରେ ପରିଣତ ହୋଇଥିଲା ?
Correct Answer : C 1948 /୧୯୪୮
Question No.50
In which year the Paika Rebellion triggered in Odisha?
ପାଇକ ବିଦ୍ରୋହ କେବେ ହୋଇଥିଲା?
ପାଇକ ବିଦ୍ରୋହ କେବେ ହୋଇଥିଲା?
Correct Answer : B 1817 /୧୮୧୭
1 Comments
Nice Blog, thank you.
ReplyDeleteHumane Sagar Lyrics
Odia Lyrics
Odia Lyrics Online